Breaking News ଦେଶ-ବିଦେଶ

ଲିଙ୍ଗ ପରିବର୍ତ୍ତନ କରିଥିବା ପୁରୁଷଙ୍କୁ ମହିଳା ଏବଂ ମହିଳାଙ୍କୁ ପୁରୁଷ ବିଚାର କରାଯିବ : ହାଇକୋର୍ଟ

ନୂଆଦିଲ୍ଲୀ : ଉତ୍ତରାଖଣ୍ଡ ହାଇକୋର୍ଟ ତରଫରୁ ପ୍ରଦେଶ ସରକାରଙ୍କୁ କୁହାଯାଇଛି ଯେ ଲିଙ୍ଗ ପରିବର୍ତ୍ତନ କରି ମହିଳା ପାଲଟିଥିବା ଜଣେ ପୁରୁଷଙ୍କୁ ମହିଳାଙ୍କ ନଜରରେ ହିଁ ଦେଖାଯିବ । କୋଟଦ୍ୱାର ସହ ସମ୍ବନ୍ଧୀତ ଏହି ମାମଲାରେ ଜଣେ ମହିଳା ହାଇକୋର୍ଟରେ ଯାଚିକା ଦାଖଲ କରିଥିଲେ । ଏହି ଯାଚିକା ମୁତାବକ , ମହିଳା ନିଜ ଭାବିସ୍ୱାମୀଙ୍କ ନାଁରେ ଦୁଷ୍କର୍ମ ଅଭିଯୋଗ ଆଣିଥିଲେ । କିନ୍ତୁ ଉତ୍ତରାଖଣ୍ଡର ପୋଲିସ୍ ଏହି କେସରେ ଅପ୍ରାକୃତିିକ ଯୌନ ଶୋଷଣର ମାମଲା ଦାଖଲ […]

ରାଜ୍ୟ

ମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ : ଲୋକଙ୍କ ପାଖକୁ ଯାଅ ଓ ସମସ୍ୟା ବୁଝ

ଭୁବନେଶ୍ଵର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କର ପଞ୍ଚମ ପାଳି ଆରମ୍ଭରୁ ମନ୍ତ୍ରୀ ଓ ବିଧାୟକମାନଙ୍କ ଉପରେ କଡ଼ା ଆଭିମୁଖ୍ୟ ଗ୍ରହଣ କରୁଛନ୍ତି । କେଉଁ ମନ୍ତ୍ରୀ କେତେ କାମ କରୁଛନ୍ତି ତାହାର ରିପୋର୍ଟ ମାଗିବା ପରେ ଗୁରୁବାର ମନ୍ତ୍ରୀ ପରିଷଦ ବୈଠକ ଡାକିଛନ୍ତି । ତୃଣମୂଳ ସ୍ତରକୁ ଯାଇ ପ୍ରତ୍ୟକ୍ଷଭାବେ ଲୋକଙ୍କୁ ଭେଟିବାକୁ ମନ୍ତ୍ରୀମାନଙ୍କୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଗୁରୁବାର ରାଜ୍ୟ ସଚ୍ଚିବାଳୟରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ମନ୍ତ୍ରୀ ପରିଷଦର ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି […]

Breaking News ଦେଶ-ବିଦେଶ

ଗୋଟିଏ ଦିନରେ ମିଳିବ ପାସପୋର୍ଟ

ନୂଆଦିଲ୍ଲୀ : ଏବେ ଲୋକଙ୍କୁ ପାସପୋର୍ଟ ପାଇବାକୁ ଦୀର୍ଘ ଦିନ ଅପେକ୍ଷା​‌ କରିବାକୁ ପଡିବ ନାହିଁ। ମାତ୍ର ୧୧ ଦିନ ଭିତରେ ପାସପୋର୍ଟ ହାସଲ କରିପାରିବେ। କେନ୍ଦ୍ର ସରକାର ବୁଧବାର ଲୋକସଭାରେ ଏହି ସୂଚନା ଦେଇଛନ୍ତି। ବୈଦେଶିକ ରାଷ୍ଟ୍ରମନ୍ତ୍ରୀ ଭି ମୂରଲିଧରନ ପ୍ରଶ୍ନକାଳରେ ଏହି ପ୍ରଶ୍ନର ଉତ୍ତରରେ କହିଥିଲେ, ସାମାନ୍ୟ ପରିସ୍ଥିତିରେ ଲୋକଙ୍କୁ ପାସପୋର୍ଟ ୧୧ ଦିନ ଭିତରେ ଦିଆଯିବ, ସେଭଳି ତତ୍କାଳ ଶ୍ରେଣୀରେ ମାତ୍ର ଗୋଟେ ଦିନରେ ହିଁ ମିଳିପାରିବ। ଆବେଦକଙ୍କୁ ପୋଲିସ ଭେରିଫିକେସନ୍ ପାଇଁ […]

Breaking News ମନୋରଞ୍ଜନ

ସଡକ ଦୁର୍ଘଟଣାରେ ୨ ଅଭିନେତ୍ରୀ ମୃତ

ମୁମ୍ବାଇ : ଦକ୍ଷିଣ ଭାରତୀୟ ଟେଲିଭିଜନ ଇଣ୍ଡଷ୍ଟ୍ରୀର ଦୁଇ ଅଭିନେତ୍ରୀଙ୍କ କାର ଆକ୍ସିଡେଟଣ୍ଟରେ ମୃତ୍ୟୁ ହୋଇଛି । ଏହି ଦୁଇ ଅଭିନେତ୍ରୀ ହେଲେ ଅନୁଷ୍କା ରେଡ୍ଡ ଓ ଭାର୍ଗଭୀ । କୁହାଯାଉଛି ଯେ, ଯେଉଁ କାରର ଦୁର୍ଘଟଣା ହୋଇଛି ସେହି କାରରେ ୪ ଜଣ ଅଭିନେତ୍ରୀ ଥିଲେ, ସେମାନେ ସମସ୍ତେ ସୁଟିଂ ସାରି ଫେରୁଥିଲେ। ଖବର ଅନୁସାରେ ଏହି ଦୁର୍ଘଟଣା ବିକାରାବାଦ ନିକଟରେ ହୋଇଛି। କୁହାଯାଉଛି ଯେ କାର ଆଗକୁ ହଠାତ ଏକ ଟ୍ରକ ଚାଲିଆସିଥିଲା। ସେଥିରୁ […]

Breaking News ବାଣିଜ୍ୟ

ପ୍ରଣୟନ ହେବ ନୂଆ ଅଇନି : ଘର ଭଡା ପାଇଁ ଦେବାକୁ ପଡିବନି ସିକ୍ୟୁରିଟି ପଇସା

ନୂଆଦିଲ୍ଲୀ : ଦେଶରେ ଅନେକ ଲୋକ ଭଡ଼ା ଘରେ ରହୁଛନ୍ତି । ଏହି ସମୟରେ ଘର ଭଡ଼ା ଟଙ୍କା ବୃଦ୍ଧିକୁ ନେଇ ଘର ମାଲିକ ଓ ଭଡ଼ାଟିଆଙ୍କ ମଧ୍ୟରେ ବାରମ୍ବାର ବିବାଦ ଉପୁଜେ । ସାରା ଭାରତରେ ଦେଖିଲେ ଏହି ସମସ୍ୟା ରହିଛି । ତେଣୁ ଏହାର ଏକ ସମାଧାନ ପାଇଁ କେନ୍ଦ୍ର ସରକାର ଖୁବ୍‌ ଶୀଘ୍ର ଆଇନ ଆଣିବାକୁ ଯାଉଛନ୍ତି । ଘର ମାଲିକମାନେ ଆଉ ମନ ଇଚ୍ଛା ଭଡ଼ା ବୃଦ୍ଧି କରିପାରିବେ ନାହିଁ । […]

ମନୋରଞ୍ଜନ

ଅଭିନେତ୍ରୀଙ୍କୁ ମହଙ୍ଗା ପଡିଲା ବୋଲ୍ଡ ସିନ୍

ମୁମ୍ବାଇ : ଭାରତ ଏକ ମନୋରଞ୍ଜନ ପ୍ରଧାନ ଦେଶ। ସିନେମା ସହ ଜଡିତ ପ୍ରତ୍ୟେକ ଜିନିଷ ଖୁବ୍‌ ଶୀଘ୍ର ଭାଇରାଲ ହୋଇଥାଏ। ଏଠାରେ ଟିଭି ଇଣ୍ଡଷ୍ଟ୍ରିଠୁ ଆରମ୍ଭ କରି ବଡ ପରଦାରେ ଅଭିନୟ କରୁଥିବା କଳାକାର ବେଶ ଭଲ ଆୟ କରନ୍ତି। ତେବେ ଫିଲ୍ମ ଇଣ୍ଡଷ୍ଟ୍ରିର କଳାକାରଙ୍କ ପାଇଁ ପରଦାରେ ବୋଲ୍ଡ ସିନ୍‌ କରିବା କିଛି ସହଜ କଥା ନୁହେଁ। ଯଦି କେବେ କୌଣସି ଅଭିନେତ୍ରୀ ସାହାସ ଦେଖାଇ ବୋଲ୍ଡ ସିନ୍‌ କରିଦିଅନ୍ତି ତାହାଲେ ସେମାନେ ବହୁ […]

ଦେଶ-ବିଦେଶ

ପାକିସ୍ତାନରେ ରେଳ ଦୁର୍ଘଟଣା : ୧୩ ମୃତ, ଅନେକ ଆହତ

ନୂଆଦିଲ୍ଲୀ : ଇସ୍ଲାମାବାଦ, ପାକିସ୍ତାନ ପୂର୍ବ ପଞ୍ଜାବରେ ରେଳ ଦୁର୍ଘଟଣା ଘଟିଛି । ଷ୍ଟେସନରେ ଛିଡା ହୋଇଥିବା ଏକ ମାଲଗାଡିକୁ ଯାତ୍ରୀବାହୀ ଟ୍ରେନ୍ ଧକ୍କା ଦେବାରୁ ଫଳରେ ୧୩ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନୁନ୍ୟ ୭୦ ଜଣ ଆହତ ହୋଇଛନ୍ତି।   କ୍ୱେଟା ଯାଉଥିବା ଆକବର ଏକ୍ସପ୍ରେସ୍ ବହ୍ଲର ଷ୍ଟେସନରେ ଛିଡା ହୋଇଥିବା ମାଲଗାଡିକୁ ଧକ୍କା ଦେଇଥିବା ରେଡିଓ ପାକିସ୍ତାନ ସୂତ୍ରରୁ ଜଣାପଡିଛି। ଦୁର୍ଘଟଣାକୁ ନେଇ ପାକ୍ ରେଳମନ୍ତ୍ରୀ ଶେଖ ରସିଦ ଅହମ୍ମଦ ଶୋକ ପ୍ରକଟ କରିବା ସହ […]

Breaking News ରାଜ୍ୟ

ବଢ଼ିଲା ବସ୍‌ ଭଡ଼ା

ଭୁବନେଶ୍ଵର : ତୈଳ ଦର ବୃଦ୍ଧି ଯୋଗୁଁ ବଢ଼ିଲା ବସ୍‌ ଭଡ଼ା। ଡିଜେଲ ଦର ବୃଦ୍ଧି ସହ ବଢ଼ିଲା ବସ୍ ଭଡ଼ା। ପୂର୍ବରୁ ଅର୍ଡିନାରି କିମି ପିଛା ୬୮ ପଇସା ଥିଲା ବେଳେ ଏବେ ୬୯ ପଇସାକୁ ବୃଦ୍ଧି ପାଇଛି। ସେହିପରି ଏକ୍ସପ୍ରେସ୍ ବସ୍ ଭଡ଼ା ୭୧ ପଇସା ଥିଲା ବେଳେ ୭୨ ପଇସାକୁ ବୃଦ୍ଧି ପାଇଛି। ଡିଲକ୍ସ ୯୭ ପଇସା ଥିଲା ବେଳେ ୯୯ ପଇସାକୁ ବୃଦ୍ଧି ପାଇଛି। ଏସି ଡିଲକ୍ସ ୧ ଟଙ୍କା ୧୯ […]

ଦେଶ-ବିଦେଶ

ଖଣି ଦୁର୍ନୀତିରେ ୪ ଆଇଏଏସ୍‌ଙ୍କ ନାଁରେ ମାମଲା

ନୂଆଦିଲ୍ଲୀ : ବେଆଇନ ବାଲି ଖଣି କାରବାର ମାମଲାରେ ଉତ୍ତର ପ୍ରଦେଶର ପୂର୍ବତନ ମନ୍ତ୍ରୀ ତଥା ସମାଜବାଦୀ ପାର୍ଟି ନେତା ଗାୟତ୍ରୀ ପ୍ରଜାପତି ଓ ୪ ଆଇଏଏସ୍‌ ଅଫିସରଙ୍କ ବିରୋଧରେ ସିବିଆଇ ବୁଧବାର ଏତଲା ଦାୟର କରିଛି। ସମାଜବାଦୀ ପାର୍ଟି ସରକାର ଅମଳରେ ପ୍ରମୁଖ ସଚିବ ଥିବା ଜିୱେସ୍‌ ନନ୍ଦନ, ସ୍ବତନ୍ତ୍ର ସଚିବ ସନ୍ତୋଷ କୁମାର, ଦୁଇ ଜିଲାପାଳ ଅଭୟ କୁମାର ସିଂହ ଓ ବିବେକଙ୍କ ନାମରେ ଏହି ଏତଲା ଦାୟର ହୋଇଛି। ଏହି ମାମଲାରେ ସିବିଆଇ […]