ଦେଓଗାଁ ବ୍ଲକ କନିଷ୍ଠ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ଉ

ଦେଓଗାଁ : ଆୟବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଜି ବଲାଙ୍ଗୀର ଭିଜିଲାନ୍ସ ବିଭାଗ ଦେଓଗାଁ ବ୍ଲକ କନିଷ୍ଠ ଯନ୍ତ୍ରୀ ଗିରିଶ ଚନ୍ଦ୍ର ପାତ୍ରଙ୍କ ଘରେ ଚଢ଼ଉ କରିଛି। ଏକା ସାଙ୍ଗରେ ଯନ୍ତ୍ରୀଙ୍କ ଭଡା ଘର ସମେତ ଦେଓଗାଁ ବ୍ଲକର ସରକାରୀ କାର୍ଯ୍ୟାଳୟ ଓ ପୈତୃକ ଗ୍ରାମରେ ଚଢ଼ଉ ଚାଲିଛି। କରିଛି ଭିଜିଲାନ୍ସ ଟିମ। ଏହି ଚଢ଼ଉରେ ବଲାଙ୍ଗୀର, ସୁବର୍ଣ୍ଣପୁର, ସମ୍ବଲପୁରର ଭିଜିଲାନ୍ସ ଟିମ ସାମିଲ ଥିବା ଜଣାପଡିଛି।

ମତାମତ ଦିଅନ୍ତୁ ।