Breaking Newsଅପରାଧ

ଢାବା ଉପରକୁ ବୋମାମାଡ଼

ମାର୍ଶାଘାଇ : କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ଥାନା ଜାତୀୟ ରାଜପଥ କଡ଼ ଢାବା ଉପରକୁ ବୋମାମାଡ଼। ରବିବାର ବିଳମ୍ବିତ ରାତିରେ ଏହି ଘଟଣା ଘଟିଛି। ତିନିଜଣ ଦୁର୍ବୃତ୍ତ ଏକ ବାଇକରେ ଆସି ଢାବା ଉପରକୁ ଦୁଇଟି ବୋମାମାଡ କରିଥିଲେ ହେଁ କୈଣସି କ୍ଷୟକ୍ଷତି ହୋଇନାହିଁ। ଏହାର କାରଣ ଅସ୍ପଷ୍ଟ ଥିବାବେଳେ ଖବର ପାଇ ମାର୍ଶାଘାଇ ପୋଲିସ ଓ କେନ୍ଦ୍ରାପଡା ଏସପି ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛନ୍ତି।

ମତାମତ ଦିଅନ୍ତୁ ।

Back to top button