ଧାନବିଲକୁ ବସ୍ ଓଲଟି ୫ ଆହତ

ବାଲେଶ୍ୱର : କଷାଫଳରୁ ବାଲେଶ୍ୱର ଆସୁଥିବା ଏକ ଯାତ୍ରୀବାହୀ ବସ୍ ଭାରସାମ୍ୟ ହରାଇ ଧାନବିଲକୁ ଓଟଲି ପଡିବାରୁ ୫ ଜଣ ଆହତ ହୋଇଛନ୍ତି। ଏହି ଦୁର୍ଘଟଣା ଡିଗିରିବାହୀ ଛକ ନିକଟରେ ଘଟିଥିବା ଜଣାପଡିଛି। ବସରେ ପାଖାପାଖି ୨୦ ଜଣ ଯାତ୍ରୀ ଥିବା କୁହାଯାଉଥିବା ଆହତ ହୋଇଥିବା ୫ଜଣଙ୍କ ମଧ୍ୟରେ ଜଣେ ଗର୍ଭବତୀ ମହିଳା ଥିବା ସୂଚନା ମିଳିଛି। ସମସ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ମତାମତ ଦିଅନ୍ତୁ ।