ଡ୍ରଗ୍ସ ଲିଙ୍କରେ ବଲିଉଡ କଳାକାର ଅର୍ଜୁନ ରାମପାଲଙ୍କ ଶଳା ଗିରଫ

ମୁମ୍ୱାଇ : ଡ୍ରଗ୍ସ ମାମଲାରେ ନାର୍କୋଟିକ୍ କଣ୍ଟ୍ରୋଲ ବ୍ୟୁରୋ ବଲିଉଡ ଅଭିନେତା ଅର୍ଜୁନ ରାମପାଲଙ୍କ ସମ୍ପର୍କୀୟଙ୍କୁ ଗିରଫ କରିଛି। ରବିବାର ରାମପାଲଙ୍କୁ ଶଳା ଅଗିସିଲୋଅଶକୁ ଏନସିବି ଗିରଫ କରିବା ପରେ କୋର୍ଟରେ ହାଜର କରିବା ପରେ ହେପାଜତକୁ ନେଇଛି। ସେ ଅନେକ ଡ୍ରଗ୍ସ ପେଡଲରଙ୍କ ସହ ସମ୍ପର୍କରେ ଥିଲେ। ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ତଦନ୍ତ ବେଳେ ଗିରଫ ହୋଇଥିବା ପେଡଲରଙ୍କ ସହ ରାମପାଲଙ୍କ ଶଳାଙ୍କ ଲିଙ୍କ୍ ଥିବା ସୂଚନା ରହିଛି।

ମତାମତ ଦିଅନ୍ତୁ ।