ନୂଆଦିଲ୍ଲୀ : ଭାରତରେ ଚୀନ ଆପ୍ ବାଇଦୁ ସର୍ଚ୍ଚ ଓ ୱଇେବୋ ବ୍ୟାନ। ଏହାକୁ ଗୁଗୁଲ୍ ଓ ଆପେଲ୍ ଆପ୍ ଷ୍ଟୋର୍ରୁ ହଟାଇବାକୁ କୁହାଯାଇଛି। ୨୦୦୯ ରେ ଲଞ୍ଚ୍ ହୋଇଥିବା ୱଇବୋ ଆପ୍ର ଏବେ ୫୦୦ ମିଲିୟନରୁ ଅଧିକ ଉପଭୋକ୍ତା ରହିଛନ୍ତି। ଏ ମଧ୍ୟରେ ରହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ୨୦୧୫ ମସିହାରେ ମୋଦୀ ଏହି ଆପ୍ରେ ଏକ ଆକାଉଣ୍ଟ୍ ଖୋଲିଥିଲେ। ଜୁଲାଇ ୨୭ରେ ଯେଉଁ ୪୭ଟି ଆପ୍କୁ ଭାରତରୁ ବ୍ୟାନ୍ କରିବାକୁ ସରକାର ଘୋଷଣା କରିଥିଲେ ଏ ଦୁଇଟି ଆପ୍ ସେହି ତାଲିକାରେ ରହିଛି। ପୂର୍ବରୁ ଟିକ୍ଟକ୍ ସମେତ ୫୯ଟି ଚୀନୀ ଆପକୁ ବ୍ୟାନ୍ କରଯାଇଥିଲା।
2020-08-04