କଟକ : ଜଗତପୁର ଜୁଏଲେରୀ ଶୋ’ରୁମ ଚୋରୀ ଘଟଣାରେ ପୋଲିସ ୪ ଚୋର ଓ ଗହଣା କିଣିଥିବା ବ୍ୟବସାୟୀଙ୍କୁ ଗିରଫ କରିଛି। ଅଭିଯୁକ୍ତମାନେ ଡିସେମ୍ବର ୫ ତାରିଖରେ ୩୫ କେଜି ସୁନା, ୪୦୦ଗ୍ରାମ ସୁନା ଓ ଟଙ୍କା ଚୋରି କରି ନେଇଥିଲେ। ଘଟଣାର ତଦନ୍ତ କରି ପୋଲିସ ୨୫ କେଜି ରୁପା, ୩୮୫ ଗ୍ରାମ ସୁନା, ୧୨୪୦୦ ଟଙ୍କା, ଗୋଟିଏ କାର, ୨ଟି ମୋଟର ସାଇକେଲ ଓ ୪ଟି ମୋବାଇଲ ଜବତ କରିଛି।
2021-01-14