ଯାଜପୁରରୋଡରୁ ବ୍ରାଉନସୁଗର ଜବତ, ୩ ଗିରଫ

ଯାଜପୁର : ଯାଜପୁର ଜିଲ୍ଲାରେ ସ୍ପେଶାଲ ସ୍କ୍ୱାର୍ଡ ପକ୍ଷରୁ ଚଢାଉ ହୋଇଛି। ଯାଜପୁର ରୋଡ ଚୂନ ଭାଟି ଅଞ୍ଚଳରୁ ୩୧ଗ୍ରାମ ବ୍ରାଉନସୁଗର ଜବତ ହୋଇଥିବାବେଳେ ୩ଜଣଙ୍କୁ ଗିରଫ କରାଯାଇଛି। ଜବତ ବ୍ରାଉନସୁଗରର ମୂଲ୍ୟ ପାଖାପାଖି ୩ ଲକ୍ଷ ଟଙ୍କା ହେବ। ଏହି କାରବାର ପାଇଁ ବ୍ୟବହାର ହେଉଥିବା ଗୋଟିଏ କାରକୁ ଜବତ କରାଯାଇଥିବା ଜଣାପଡିଛି।

ମତାମତ ଦିଅନ୍ତୁ ।