ଜଳେଶ୍ଵର ଥାନା ଆଇଆଇସି ନିଲମ୍ବିତ

ଭୁବନେଶ୍ଵର: ପୋଲିସ-ଡ୍ରଗ୍ସ ବ୍ୟବସାୟୀ ଅଡିଓ ଭାଇରାଲ ମାମଲାରେ ଡିଜି ଅଭୟ ବାଲେଶ୍ଵର ଜିଲ୍ଲା ଜଳେଶ୍ଵର ଥାନା ଆଇଆଇସି ଧନେଶ୍ଵର ସାହୁଙ୍କୁ ନିଲମ୍ବନ କରିଛନ୍ତି। ଏନେଇ ଟୁଇଟ୍‌ କରି ସେ ସୂଚନା ଦେଇଛନ୍ତି। ଆଇଜି ଦୀପ୍ତେଶ ପଟ୍ଟନାୟକ ଗତକାଲି ବାଲେଶ୍ଵର ଏସ୍‌ପିଙ୍କୁ ପୋଲିସ-ଡ୍ରଗ୍ସ ବ୍ୟବସାୟୀ ଅଡିଓ ଭାଇରାଲ ମାମଲାର ତଦନ୍ତ ନିର୍ଦେଶ ଦେଲେ। ଏହାପରେ ଡିଜିପି ଅଭୟ ଏହି କାର୍ଯାନୁଷ୍ଠାନ ଗ୍ରହଣ କରିଥିବା କୁହାଯାଉଛି।

ମତାମତ ଦିଅନ୍ତୁ ।