କୋଭାକ୍ସିନର ବଜାର ଦର ଘୋଷଣା ହେଲା

ହାଇଦ୍ରାବାଦ : କରୋନା ଟିକା କୋଭାକ୍ସିନର ବଜାର ଦର ନିର୍ଦ୍ଧାରଣ କରିଛି ଭାରତ ବାୟୋଟେକ। ଶନିବାର ବିଳମ୍ବିତ ସଂଧ୍ୟାରେ କମ୍ପାନୀ ପକ୍ଷରୁ ଜାରି ଇସ୍ତାହାରରେ କୁହାଯାଇଛି ରାଜ୍ୟ ସରକାରଙ୍କ ଲାଗି କୋଭାକ୍ସିନ୍ ଟିକାର ମୂଲ୍ୟ ଡୋଜ୍ ପିଛା ୬୦୦ ଟଙ୍କା ରହିବ। କିନ୍ତୁ ଘରୋଇ ହସ୍ପିଟାଲ୍ ପାଇଁ ୧୨୦୦ ଟଙ୍କା ଦେବାକୁ ପଡିବ। ତେବେ ଟିକାର ଘରୋଇ ଦର ଓ ରପ୍ତାନି ଦର ଅଲଗା ରହିଛି। ଅନ୍ୟ ଦେଶକୁ କୋଭାକ୍ସିନ୍ ରପ୍ତାନି ହେଲେ ଏହାର ମୂଲ୍ୟ ୧୧୨୩ରୁ ୧୪୯୮ ଟଙ୍କା ମଧ୍ୟରେ ରହିବ ବୋଲି ଭାରତ ବାୟୋଟେକ ପକ୍ଷରୁ କୁହାଯାଇଛି।

Leave a Reply

Your email address will not be published. Required fields are marked *

Back to top button