ମହାରାଷ୍ଟ୍ର: କୋଠା ଭୁଶୁଡ଼ି ୧୦ ମୃତ

ମୁମ୍ବାଇ : ମହାରାଷ୍ଟ୍ରର ଥାଣେ ଜିଲ୍ଲାର ଭିୱାଣ୍ଡିରେ ଏକ ତିନି ମହଲା କୋଠା ଆଜି ଭୁଶୁଡି ପଡିବାରୁ ଥିଲା। ପ୍ରଥମେ ୧୦ଜଣଙ୍କର ମୃତ୍ୟୁ ହୋଇଛି। ପ୍ରଥମେ ୮ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ପରେ ଆଉ ଦୁଇଟି ମୃତଦେହ ମିଳିଛି। ଏନଡିଆରଏଫ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଭଗ୍ନସ୍ତୁପ ତଳୁ ସ୍ଥାନୀୟ ଲୋକ ୨୦ ଜଣ ବ୍ୟକ୍ତିଙ୍କୁ ସୁରକ୍ଷିତ ଉଦ୍ଧାର କରିଥିବା ବେଳେ ଆହୁରି ଅନେକ ଲୋକ ଫସି ରହିଥିବା ଜଣାପଡ଼ିଛି।

ମତାମତ ଦିଅନ୍ତୁ ।