ମହିଳାଙ୍କଠାରୁ ୫ ଲକ୍ଷ ଟଙ୍କା ଲୁଟିଥିବା ଅଭିଯୁକ୍ତ ଗିରଫ

ଭୁବନେଶ୍ଵର : ସେପ୍ଟେମ୍ବର ୭ ତାରିଖରେ ନଖରା ଛକ ନିକଟରୁ ସୁନିତା ଜେନାଙ୍କ ଠାରୁ ୫ ଲକ୍ଷ ଲୁଟ୍ ହୋଇଥିଲା ଲୁଟ୍ ହୋଇଥିଲା। ଏହି ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତକୁ ପୋଲିସର ସ୍ପେଶାଲ ସ୍କ୍ବାଡ୍ ଗିରଫ କରିଛି। ଯୁବକ ଜଣଙ୍କ ଆସ୍କା ଅଞ୍ଚଳର ହୋଇଥିବା ବେଳେ ତା’ ନିକଟରୁ ୩ ଲକ୍ଷ ୧୦ ହଜାର ଟଙ୍କା ଉଦ୍ଧାର କରାଯାଇଥିବା ଜଣାପଡିଛି।

ମତାମତ ଦିଅନ୍ତୁ ।