ନନ୍ଦିଗ୍ରାମରରୁ ହାରିଲେ ମମତା

0

କୋଲକାତା : ସଦ୍ୟ ରିପୋର୍ଟ ଅନୁଯାୟୀ ମମତା ପଶ୍ଚିମବଙ୍ଗ ନନ୍ଦିଗ୍ରାମ ଆସନରୁ ହାରିଯାଇଛନ୍ତି। ସେଠାରୁ ୧୯୫୭ ଖଣ୍ଡ ଭୋଟରେ ବିଜୟୀ ହୋଇଛନ୍ତି ବିଜେପି ପ୍ରାର୍ଥୀ ଶୁଭେନ୍ଦୁ ଅଧିକାରୀ। ଏହାପୂର୍ବରୁ ମମତା ନିଜ ପ୍ରତିଦ୍ୱନ୍ଦୀଙ୍କ ଠାରୁ ୧୨୦୦ ଭୋଟରେ ବିଜୟୀ ହୋଇଥିଲେ ବୋଲି କୁହାଯାଇଥିଲା।

Leave A Reply

Your email address will not be published.