Fri. Dec 13th, 2019

ଦ୍ଵିତୀୟ ସ୍ଵଳ୍ପ ଦୂରଗାମୀ କ୍ଷେପଣାସ୍ତ୍ର ପରୀକ୍ଷଣ

ଭୁବନେଶ୍ଵର : ଆଜି ପୂର୍ବାହ୍ନ ୧୧ଟାରେ ଚାନ୍ଦିପୁରସ୍ଥିତ କ୍ଷେପଣାସ୍ତ୍ର ପରୀକ୍ଷଣ କେନ୍ଦ୍ରରୁ ସ୍ଵଳ୍ପ ଦୂରଗାମୀ କ୍ଷେପଣାସ୍ତ୍ର ‘କ୍ୟୁଆର୍‌ଏସ୍‌ଏମ୍‌’ର ସଫଳ ପରୀକ୍ଷଣ କରାଯାଇଛି । ପ୍ରଥମେ ପୂର୍ବାହ୍ନ ୧୦ଟା ୫୦ରେ ବଂଶୀ କ୍ଷେପଣାସ୍ତ୍ର ଉତ୍‌କ୍ଷେପଣ ପରେ ଦ୍ଵିତୀୟ ସ୍ଵଳ୍ପପ ଦୂରଗାମୀ କ୍ଷେପଣାସ୍ତ୍ର ‘କ୍ୟୁଆର୍‌ଏସ୍‌ଏମ୍‌’  ସଫଳତାର ସହ ଲକ୍ଷ୍ୟ ଭେଦ କରିଥିଲା। ଏହାର ଲକ୍ଷ୍ୟଭେଦ କ୍ଷମତା ୩୦ କିଲୋମିଟର। ଏହି ପରୀକ୍ଷା ଷଷ୍ଠଥର ପାଇଁ କାନିଷ୍ଠର ଭରସନ୍‌ରୁ କରାଯାଇଛି। ଏହି କ୍ଷେପଣାସ୍ତ୍ରର ଶତ୍ରୁପକ୍ଷ ଟ୍ୟାଙ୍କ, ଯୁଦ୍ଧ ବିମାନ ଓ ଏୟାରକ୍ରାଫ୍ଟକୁ ଟାର୍ଗେଟ୍ କରିବା କ୍ଷମତା ରହିଛି ।

Leave a Reply

Your email address will not be published. Required fields are marked *