ପେଟ୍ରୋଲ-ଡିଜେଲ ମୂଲ୍ୟ କମିଲା

0

ନୂଆଦିଲ୍ଲୀ : ଚଳିତ ମାସରେ ପ୍ରଥମ ଥର ପେଟ୍ରୋଲ ଓ ଡିଜେଲ ମୂଲ୍ୟ ଲିଟର ପିଛା ୧୫ ପଇସା ହ୍ରାସ ପାଇଛି। ଦାମ୍ କମିବା ପରେ ଦିଲ୍ଲୀରେ ପେଟ୍ରୋଲ ୯୦ ଟଙ୍କା ୫୬ ପଇସା ହୋଇଥିବା ବେଳେ ଡିଜେଲ ମୂଲ୍ୟ ରହିଛି ୯୦ ଟଙ୍କା ୪୦ ପଇସା। ସେହିପରି ମୁମ୍ୱାଇରେ ପେଟ୍ରୋଲ ୯୬.୯୮ ପଇସା ଓ ଡିଜେଲ ୯୬ ଟଙ୍କା ୮୩ ପଇସା ରହିଛି। କୋଲକାତାରେ ପେଟ୍ରୋଲ ୯୦.୭୭ ପଇସା, ଡିଜେଲ ୯୦.୬୨ ପଇସା ହୋଇଥିବା ବେଳେ ଚେନ୍ନାଇରେ ପେଟ୍ରୋଲ ୯୨.୫୮ ପଇସା ଓ ଡିଜେଲ ୯୨.୪୩ ପଇସା ରହିଛି।

Leave A Reply

Your email address will not be published.