ପ୍ରଫେସର କମଲଜିତ ସିଂ ମଧୁସୂଦନ ଆଇନ ବିଶ୍ଵବିଦ୍ୟାଳୟର ନୂଆ କୁଳପତି

ଭୁବନେଶ୍ଵର : ମଧୁସୂଦନ ଆଇନ ବିଶ୍ଵବିଦ୍ୟାଳୟ ନୂଆ କୁଳପତି ହେଲେ ପ୍ରଫେସର କମଲଜିତ ସିଂହ। ରାଜ୍ୟପାଳ ପ୍ରଫେସର ଗଣେଶି ଲାଲଙ୍କ ଅନୁମୋଦନ ପରେ ତାଙ୍କ ନିଯୁକ୍ତି ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ପଦବୀରେ ପ୍ରଫେସର କମଲଜିତ ସିଂହ ୪ବର୍ଷ କାର୍ଯ୍ୟ କରିବେ। ଏବେ ସେ ହିମାଞ୍ଚଳ ପ୍ରଦେଶର ଘରୋଇ ଶିକ୍ଷାନୁଷ୍ଠାନରେ ରେଗୁଲେଟୀର କମିଶନର ଅଛନ୍ତି।

Leave a Reply

Your email address will not be published. Required fields are marked *

Back to top button