Breaking Newsଅପରାଧ

ରାଜଧାନୀରେ ନକଲି ଘିଅ କାରଖାନା ଠାବ

ଭୁବନେଶ୍ଵର : ରାଜଧାନୀ ଭୁବନେଶ୍ଵର ଏୟାରଫିଲ୍ଡ ଥାନା ଅଧିନ ତ୍ରିଲୋଚନ ବିହାରରେ ନକଲି ଘିଅ କାରଖାନା ଠାବ। ବିନା ଅନୁମତିରେ ଚାଲିଥିଲା ଏହି ଘିଅ କାରଖାନା।

ମଙ୍ଗଳବାର ପୋଲିସ ଏହି ଉପରେ ଚଢ଼ଉ କରି ଘିଅ ଜବତ କରିବା ପରେ ଖାଦ୍ୟ ଓ ସୁରକ୍ଷା ବିଭାଗ ଏହାକୁ ଯାଞ୍ଚ କରିଛି। ଏଠାରୁ ତେଲ, ଦୁର୍ଗା ଘିଅ ପ୍ୟାକେଟ୍ ଓ ଅନ୍ୟାନ୍ୟ ସାମଗ୍ରୀ ମିଳିଥିବାବେଳେ ସମ୍ପୂର୍ଣ୍ଣ ନକଲି କାରବାର ଚାଲିଥିଲା ବୋଲି ଅଧିକାରୀମାନେ କହିଛନ୍ତି।

ମତାମତ ଦିଅନ୍ତୁ ।

Back to top button