ରାଶିଫଳ (ରବିବାର)

କାର୍ତ୍ତିକ (ତୁଳା) ୨ ଦିନ ଅକ୍ଟୋବର ୧୮ ତାରିଖ ୨୦୨୦
ମେଷ – ଆମୋଦ ପ୍ରମୋଦ ଭିତରେ ଦିନଟି କଟିବ। ଶରୀର ସୁସ୍ଥ ରହିବ। ଆୟ ଠିକ ରହିବ।
ବୃଷ – ଶତ୍ରୁହାନୀ ଘଟିବ। ମାନସିକ ଶାନ୍ତି ମିଳିବ। ପାରିବାରିକ ସହଯୋଗ ପ୍ରାପ୍ତି ହେବ।
ମିଥୁନ – ଲେଖାପଢାରେ ସମୟ କଟିପାରେ। ଆୟ ଠିକ ରହିବାର ଯୋଗ ରହିଛି। ଦିନଟି ପ୍ରାୟ ଭଲରେ କଟିବ।
କର୍କଟ – କାର୍ଯ୍ୟକ୍ଷେତ୍ରରେ ପ୍ରତିରୋଧର ସାମ୍ନା କରିବେ। ଶରୀର ସୁସ୍ଥ ରହିବ। ପ୍ରଶଂସିତ ହୋଇପାରନ୍ତି।
ସିଂହ – କାର୍ଯ୍ୟ ସଫଳ ଯୋଗ ରହିଛି। ବନ୍ଧୁ ସହଯୋଗ ମିଳିବ। ସୁସ୍ଥତା ଅନୁଭବ କରିବେ।
କନ୍ୟା – ମନ ଆକୁଳିତ ହୋଇପାରେ। ଆୟ କମ ହେବ। ସହଯୋଗ ମିଳିବ।
ତୁଳା – ସୁଖ ସନ୍ତୋଷ ପ୍ରାପ୍ତି ହେବ। ମନ ପ୍ରଫୁଲ୍ଲ ରହିବ। ଆୟ ଭଲ ହେବ।
ବିଛା – କାର୍ଯ୍ୟହାନୀ ଘଟିବାର ଯୋଗ ରହିଛି। ଭଗବାନ ଗଣେଶଙ୍କ ଉପାସନା କରନ୍ତୁ।
ଧନୁ – ବ୍ୟୟ ଅଧିକ ହୋଇପାରେ। ସତର୍କର ସହ ଖର୍ଚ୍ଚ କରନ୍ତୁ। ମାତା ଲକ୍ଷ୍ମୀଙ୍କର ଉପାସନା କରନ୍ତୁ।
ମକର – କାର୍ଯ୍ୟ ସଫଳ ଯୋଗ ରହିଛି। ଆଳସ୍ୟ ବର୍ଜନ କରନ୍ତୁ। ଦିନଟି ମାଧ୍ୟମ ଫଳ ଦାୟକ ହେବାର ସମ୍ଭାବନା ରହିଛି।
କୁମ୍ଭ – ପରୋପକାର କରି ପାରନ୍ତି। ସହଯୋଗ ମିଳିବ। ଆୟ ସ୍ଥିର ରହିବ।
ମୀନ – ସୁଖହାନୀ ଘଟିବାର ଯୋଗ ରହିଛି। ମାତା କାଳୀଙ୍କର ଉପାସନା କରନ୍ତୁ ଲାଘବ ହେବ।

ମତାମତ ଦିଅନ୍ତୁ ।