ରାଶିଫଳ (ବୁଧବାର)

କାର୍ତ୍ତିକ (ତୁଳା) ୧୯ ଦିନ ନଭେମ୍ବର ୪ ତାରିଖ ୨୦୨୦
ମେଷ – ଆୟ ଯୋଗ ରହିଛି। କର୍ମତତ୍ପର ହୁଅନ୍ତୁ। ଦିନଟି ଭଲରେ କଟିପାରେ।
ବୃଷ – ଆଳସ୍ୟ ବୃଦ୍ଧି ଘଟିବ। ଶରୀର ସୁସ୍ଥ ରହିବ। ପାରିବାରିକ ସହଯୋଗ ମିଳିବ।
ମିଥୁନ – ଉତ୍ସାହିତ ହେବେ। ଆୟ ଭଲହେବ। ଦିନଟି ଭଲରେ କଟିପାରେ।
କର୍କଟ – ବ୍ୟୟ ଯୋଗ ରହିଛି। ମାତା ଲକ୍ଷ୍ମୀଙ୍କର ଉପାସନା କରନ୍ତୁ ଲାଘବ ହେବ।
ସିଂହ – ଆୟ ଭଲ ହେବାର ଯୋଗ ରହିଛି। ବନ୍ଧୁ ସହଯୋଗ କରିବେ। ଶରୀର ସୁସ୍ଥ ରହିବ।
କନ୍ୟା – ପରିଶ୍ରମ ଅଧିକ ହେବ। ଆୟ ଠିକ ରହିବ। ମାନସିକ ଶାନ୍ତି ମିଳିବ।
ତୁଳା – କାର୍ଯ୍ୟ କ୍ଷେତ୍ରରେ ବିଳମ୍ବ ଘଟିପାରେ। ମାନସିକ ସନ୍ତୁଳନରେ ବାଧା ଉପୁଜିବ। ଶରୀର ସୁସ୍ଥ ରହିବ।
ବିଛା – ସୁଖହାନୀ ଘଟିପାରେ। ଭଗବାନ ଗଣେଶଙ୍କ ଉପାସନା କରନ୍ତୁ ଲାଘବ ହେବ।
ଧନୁ – ଲୋକ ସମ୍ପର୍କ ବୃଦ୍ଧି ଘଟିବ। ଆୟ ଭଲ ହୋଇପାରେ। ସହଯୋଗ ମିଳିବ।
ମକର – କ୍ରୋଧ ବୃଦ୍ଧି ହେବ। ଶରୀର ସାମାନ୍ୟ ଅସୁସ୍ଥ ରହିପାରେ। ପାରିବାରିକ ସହଯୋଗ ମିଳିବ।
କୁମ୍ଭ – ଚିନ୍ତାଗ୍ରସ୍ତ ହେବେ। ସହଯୋଗ ପ୍ରାପ୍ତିରେ ବାଧା ଉପୁଜିପାରେ। ଆୟ ସ୍ଥିର ରହିବାର ସମ୍ଭାବନା ରହିଛି।
ମୀନ – ବାଦବିବାଦ ଭିତରେ ଦିନଟି କଟିବ। ମନ ଆନ୍ଦୋଳିତ ହେବ। ଆୟ କମ ହୋଇପାରେ।

ମତାମତ ଦିଅନ୍ତୁ ।