ରାଶିଫଳ (ବୁଧବାର)

ଆଶ୍ଵିନ (କନ୍ୟା) ୭ ଦିନ ସେପ୍ଟେମ୍ବର ୨୩ ତାରିଖ ୨୦୨୦
ମେଷ – ଧନକ୍ଷୟ ଯୋଗ ରହିଛି। ମାତା ଲକ୍ଷ୍ମୀଙ୍କର ଉପାସନା କରନ୍ତୁ ଲାଘବ ହେବ।
ବୃଷ – ବନ୍ଧୁ ମିଳନ ଘଟିବ। ଶରୀର ସୁସ୍ଥ ରହିବ। ସହଯୋଗ ମିଳିବ।
ମିଥୁନ – ଦୁର୍ଭାବନା ଦେଖାଦେବ। ଆୟ କମ ହୋଇପାରେ। ଶରୀର ସୁସ୍ଥ ରହିବ।
କର୍କଟ – ପରଚର୍ଚ୍ଚା କରିପାରନ୍ତି। ସହଯୋଗ କମ ମିଳିବ। ଆୟ ସ୍ଥିର ରହିବ।
ସିଂହ – ପରାଜୟ ଘଟିପାରେ। ଭଗବାନ ଗଣେଶଙ୍କ ଉପାସନା କରନ୍ତୁ ଲାଘବ ହେବ।
କନ୍ୟା – କାର୍ଯ୍ୟ ସଫଳ ଯୋଗ ରହିଛି। କର୍ମତତ୍ପର ହୁଅନ୍ତୁ। ଦିନଟି ଭଲରେ କଟିପାରେ।
ତୁଳା – ପ୍ରତୀକ୍ଷା କରିବାକୁ ପଡିପାରେ। ପାରିବାରିକ ସହଯୋଗ ମିଳିବ। ଶରୀର ସୁସ୍ଥ ରହିବ।
ବିଛା – ଉତ୍ସାହ ବଢିବ। ଆୟ ଭଲହୋଇପାରେ। ଦିନଟି ମଧ୍ୟମ ଫଳଦାୟକ ହେବ।
ଧନୁ – ଧନକ୍ଷୟ ଯୋଗ ରହିଛି। ସତର୍କ ରୁହନ୍ତୁ। ମାତା ଦୂର୍ଗାଙ୍କର ଉପାସନା କରନ୍ତୁ।
ମକର – କାର୍ଯ୍ୟହାନୀ ଘଟିପାରେ। ସହଯୋଗପ୍ରାପ୍ତିରେ ବାଧା ଉପୁଜିପାରେ। ମନ ଆନ୍ଦୋଳିତ ହେବାର ସମ୍ଭାବନା ରହିଛି।
କୁମ୍ଭ – ସମ୍ମାନ ଲାଭ ଯୋଗ ରହିଛି। ଆୟ ଭଲ ହୋଇପାରେ। ଦିନଟି ଭଲରେ କଟିବାର ଯୋଗ ରହିଛି।
ମୀନ – ପରାମର୍ଶ କରି କାର୍ଯ୍ୟ କରନ୍ତୁ ସୁଫଳ ମିଳିବ। ଶାରୀରିକ ସୁସ୍ଥତା ଅନୁଭବ କରିବେ। ବନ୍ଧୁମାନେ ସହଯୋଗ କରିପାରନ୍ତି।

ମତାମତ ଦିଅନ୍ତୁ ।