ରାଶିଫଳ (ବୁଧବାର)

ଚୈତ୍ର (ମୀନ) ୨୫ ଦିନ, ଏପ୍ରିଲ ୭ ତାରିଖ ୨୦୨୧
ମେଷ – ସୁଖ ସମ୍ମାନ ପ୍ରାପ୍ତି ହେବ। ଦିନଟି ଭଲରେ କଟିବାର ଯୋଗରହିଛି।
ବୃଷ – ସହଯୋଗ ମିଳିବ। ଆୟ ଭଲ ହୋଇପାରେ। ଶରୀର ସୁସ୍ଥ ରହିବ।
ମିଥୁନ – ଅସୁସ୍ଥତା ଅନୁଭବ କରିବେ। ମନ ଅସନ୍ତୋଷ ରହିବ। ଆୟ ଠିକ ରହିବ।
କର୍କଟ – ବନ୍ଧୁ ମିଳନ ଘଟିବ। ସୁଖାଦ୍ୟ ପ୍ରାପ୍ତି ହେବ। ପାରିବାରିକ ସହଯୋଗ ମିଳିବ।
ସିଂହ – ପରାଜୟ ଘଟିପାରେ। ଭଗବାନ ଶିବଙ୍କର ଉପାସନା କରନ୍ତୁ ଲାଘବ ହେବ।
କନ୍ୟା – ବିଚାରବିମର୍ଶ କାର୍ଯ୍ୟ କରିବେ। ମାନସିକ ଶାନ୍ତି ମିଳିବ। ପଡୋଶୀ ସହଯୋଗ କରିବେ।
ତୁଳା – ବାଦବିବାଦ ଭିତରେ ଦିନଟି କଟିବ। ମାନସିକ ଅସନ୍ତୋଷ ଦେଖାଦେଇପାରେ। କରଜ ସୁଝିବାର ପ୍ରୟାସ କରିବେ।
ବିଛା – ସାଙ୍ଗଠନିକ କାର୍ଯ୍ୟରେ ଯୋଗଦେଇ ପାରନ୍ତି। ମନ ପ୍ରଫୁଲ୍ଲ ରହିବ। ମିଷ୍ଟାନ୍ନ ପ୍ରାପ୍ତି ହୋଇପାରେ।
ଧନୁ – ଲୋଭଗ୍ରସ୍ତ ହେବେ। ବନ୍ଧୁଙ୍କ ଦ୍ଵାରା ନିନ୍ଦିତ ହୋଇପାରନ୍ତି। ସାମାନ୍ୟ ଅସନ୍ତୋଷ ଉପଲବ୍ଧି କରିବେ।
ମକର – ସମ୍ମାନିତ ହୋଇପାରନ୍ତି। ମାନସିକ ସୁଖ ମିଳିବ। ଦିନଟି ଭଲରେ କଟିବାର ଯୋଗ ରହିଛି।
କୁମ୍ଭ – ବ୍ୟୟ ଯୋଗ ରହିଛି। ସତର୍କର ସହ ଖର୍ଚ୍ଚ କରନ୍ତୁ। ମାତା ଲକ୍ଷ୍ମୀଙ୍କର ଉପାସନା କରନ୍ତୁ।
ମୀନ – ପ୍ରଶଂସିତ ହେବେ। ଆୟ ଭଲ ହୋଇପାରେ। ଦିନଟି ମଧ୍ୟମ ଫଳଦାୟକ ହେବ।

Leave a Reply

Your email address will not be published. Required fields are marked *

Back to top button