ରାଶିଫଳ (ବୁଧବାର)

ଫାଲଗୁନ (କୁମ୍ଭ) ୨୬ ଦିନ, ମାର୍ଚ୍ଚ ୧୦ ତାରିଖ – ୨୦୨୧
ମେଷ – ଆଳସ୍ୟ ପରାୟଣ ହେବେ। ଶରୀର ସୁସ୍ଥ ରହିବ। ଆୟ ଠିକ ରହିବ।
ବୃଷ – ବନ୍ଧୁ ମିଳନ ଘଟିବ। ସୁଖାଦ୍ୟ ଭୋଜନ ପ୍ରାପ୍ତି ହୋଇପାରେ। ପାରିବାରିକ ସହଯୋଗ ମିଳିବ।
ମିଥୁନ – ସୁଖହାନୀ ଘଟିପାରେ। ଭଗବାନ ଗଣେଶଙ୍କ ଉପାସନା କରନ୍ତୁ ଲାଘବ ହେବ।
କର୍କଟ – ଦୁର୍ବ୍ୟହାର ପାଇଁ ଅସନ୍ତୋଷ ପ୍ରାପ୍ତି ହେବ। ଆୟ କମ ହୋଇପାରେ। ମନ ଆନ୍ଦୋଳିତ ହେବ।
ସିଂହ – କୌଣସି ଆଲୋଚନାରେ ଅଂଶ ଗ୍ରହଣ କରିବେ। ବନ୍ଧୁଙ୍କ ଦ୍ଵାରା ସମାଲୋଚିତ ହୋଇପାରନ୍ତି। ଆୟ ସ୍ଥିର ରହିବ।
କନ୍ୟା – କଳହ ଯୋଗ ରହିଛି। ଯୁକ୍ତିତର୍କ ଠାରୁ ଦୂରେଇ ରୁହନ୍ତୁ। ମାତା ବୃନ୍ଦାବତୀଙ୍କର ଉପାସନା କରନ୍ତୁ।
ତୁଳା – ଘାତଚନ୍ଦ୍ର ରହିଛି। ସତର୍କର ସହ କାର୍ଯ୍ୟ କରନ୍ତୁ। ଚନ୍ଦନ ବୃକ୍ଷର ମୂଳକୁ ବାହୁରେ ଧାରଣ କରନ୍ତୁ।
ବିଛା – ଆଶାବାଦୀ ହେବେ। ପାରିବାରିକ ସହଯୋଗ ମିଳିବ। ଆୟ ଠିକ ରହିବ।
ଧନୁ – ଶ୍ରୀଚନ୍ଦ୍ର ରହିଛି। ସର୍ବ କୌଶଳ ଅନୁଭ୍ତ ହେବ। ଦିନଟି ଭଲରେ କଟିପାରେ।
ମକର – କାର୍ଯ୍ୟବ୍ୟସ୍ତ ରହିବେ। ବନ୍ଧୁ ସହଯୋଗ ମିଳିବ। ଶରୀର ସୁସ୍ଥ ରହିବ।
କୁମ୍ଭ – ଆୟ ଯୋଗ ରହିଛି। ଘାତଚନ୍ଦ୍ର ହେତୁ ସାମାନ୍ୟ କ୍ଷତି ଘଟିପାରେ।
ମୀନ – କାର୍ଯ୍ୟସିଦ୍ଧି ଘଟିବ। ମନ ପ୍ରଫୁଲ୍ଲ ରହିବ। ଦିନଟି ମଧ୍ୟମ ଫଳଦାୟକ ହୋଇପାରେ।

Leave a Reply

Your email address will not be published. Required fields are marked *

Back to top button