ରାଶିଫଳ (ଗୁରୁବାର)

କାର୍ତ୍ତିକ (ତୁଳା) ୨୦ ଦିନ ନଭେମ୍ବର ୫ ତାରିଖ ୨୦୨୦
ମେଷ – ସଫଳତା ପ୍ରାପ୍ତି ହେବ। ଶରୀର ସୁସ୍ଥ ରହିବ। ଦିନଟି ଭଲରେ କଟିପାରେ।
ବୃଷ – ଆଶାବାଦୀ ହେବେ। ପାରିବାରିକ ସହଯୋଗ ମିଳିବ। ଆୟ ଠିକ ରହିବ।
ମିଥୁନ – ଶ୍ରୀଚନ୍ଦ୍ର ରହିଛି। ଦିନଟି ଉତ୍ତମ ଫଳଦାୟକ ହୋଇପାରେ।
କର୍କଟ – କାର୍ଯ୍ୟହାନୀ ଘଟିପାରେ। ଭଗବାନ ଗଣେଶଙ୍କ ଉପାସନା କରନ୍ତୁ ଲାଘବ ହେବ।
ସିଂହ – ପରୋପକାରରେ ସମୟ ବିତିପାରେ। ମାନସିକ ଶାନ୍ତି ମିଳିବ। ସହଯୋଗ ପ୍ରାପ୍ତି ହେବ।
କନ୍ୟା – ଘାତଚନ୍ଦ୍ର ରହିଛି। ସତର୍କ ରୁହନ୍ତୁ। ମାତା ଦୂର୍ଗାଙ୍କର ଉପାସନା କରନ୍ତୁ।
ତୁଳା – ଦାନଧର୍ମ ପ୍ରତି ଆଗ୍ରହ ବଢିବ। ଶରୀର ସୁସ୍ଥ ରହିବ। ଆୟ ଠିକ ରହିବ।
ବିଛା – ଶାରୀରିକ ପୀଡା ଦେଖାଦେଇପାରେ। ମାତା କାଳୀଙ୍କର ଉପାସନା କରନ୍ତୁ।
ଧନୁ – ବନ୍ଧୁ ମିଳିନ ଘଟିପାରେ। ସୁଖାଦ୍ୟ ଭୋଜନ ପ୍ରାପ୍ତି ହେବ। ସହଯୋଗ ମିଳିବ।
ମକର – କର୍ମ କ୍ଷେତ୍ରରେ ଅସହଯୋଗ ଦେଖାଦେଇପାରେ। ଶନିଦେବଙ୍କର ଉପାସନା କରନ୍ତୁ ଲାଘବ ହେବ।
କୁମ୍ଭ – ଆଲୋଚନାରେ ଅଂଶ ଗ୍ରହଣ କରିପାରନ୍ତି। ଶାରୀରିକ ସୁସ୍ଥତା ଅନୁଭବ କରିବେ। ପାରିବାରିକ ସହଯୋଗ ପ୍ରାପ୍ତି ହୋଇପାରେ।
ମୀନ – ଅଭିମାନ ବୃଦ୍ଧି ଘଟିବ। ମନ ଆନ୍ଦୋଳିତ ହୋଇପାରେ। ଶରୀର ସୁସ୍ଥ ରହିବାର ସମ୍ଭାବନା ଅଛି।

ମତାମତ ଦିଅନ୍ତୁ ।