ରାଶିଫଳ

ରାଶିଫଳ (ମଙ୍ଗଳବାର)

ମାର୍ଗଶିର (ବିଛା) ୧୬ ଦିନ, ଡିସେମ୍ବର ୧ ତାରିଖ ୨୦୨୦
ମେଷ – ଆଶାବାଦୀ ହେବେ। ଶରୀର ସୁସ୍ଥ ରହିବ। ଆୟ ଠିକ ରହିବ।
ବୃଷ – ଶ୍ରୀଚନ୍ଦ୍ର ରହିଛି। ଦିନଟି ଉତ୍ତମ ଫଳ ଦାୟକ ହୋଇପାରେ।
ମିଥୁନ – ପଥରୋଧ ଘଟିବାର ଯୋଗ ରହିଛି। ଭଗବାନ ଗଣେଶଙ୍କ ଉପାସନା କରନ୍ତୁ ଲାଘବ ହେବ।
କର୍କଟ – ଆୟ ଯୋଗ ରହିଛି। ଦିନଟି ଭଲରେ କଟିପାରେ।
ସିଂହ – କାର୍ଯ୍ୟ ସଫଳ ହେବ। ଶରୀର ସୁସ୍ଥ ରହିବ। ଆୟ ଠିକ ରହିବ।
କନ୍ୟା – ଦାନଧର୍ମ ପ୍ରତି ମନ ବଳାଇବେ। ମାନସିକ ଶାନ୍ତି ମିଳିବ। ପାରିବାରିକ ସହଯୋଗ ମିଳିବ।
ତୁଳା – ଶାରୀରିକ ପୀଡା ଦେଖାଦେଇପାରେ। ସହଯୋଗ ମିଳିବ। ମନ ଅସ୍ଥିର ରହିବ।
ବିଛା – ଘାତଚନ୍ଦ୍ର ରହିଛି। ଭଗବାନ ଶିବଙ୍କର ଉପାସନା କରନ୍ତୁ।
ଧନୁ – ଆତ୍ମଗର୍ବ ପ୍ରକାଶ ପାଇବ। ଶରୀର ସୁସ୍ଥ ରହିବ। ସହଯୋଗ ମିଳିବ।
ମକର – ଆଲୋଚନା ଭିତରେ ଦିନଟି କଟିବ। ଶାରୀରିକ ସୁସ୍ଥତା ଅନୁଭବ କରିବେ। ସହଯୋଗ ମିଳିବ।
କୁମ୍ଭ – ବାଦାନୁବାଦ ଭିତରେ ଦିନଟି କରିପାରେ। ପରିବାରିକ ସହଯୋଗ ମିଳିବ। ଆୟ ସ୍ଥିର ରହିବ।
ମୀନ – ଶ୍ରମ ସାର୍ଥକ ହେବ। ମନ ପ୍ରଫୁଲ୍ଲ ରହିବ। ଦିନଟି ଭଲରେ କଟିପାରେ।

ମତାମତ ଦିଅନ୍ତୁ ।

Back to top button