ରାଶିଫଳ

ରାଶିଫଳ (ମଙ୍ଗଳବାର)

ପୌଷ (ଧନୁ) ୭ ଦିନ, ଡିସେମ୍ବର ୨୨ ତାରିଖ ୨୦୨୦
ମେଷ – କାର୍ଯ୍ୟହାନୀ ଘଟିବାର ଯୋଗ ରହିଛି। ଶାରୀରିକ ସୁସ୍ଥତା ଅନୁଭବ କରିବେ। ସହଯୋଗ ମିଳିବ।
ବୃଷ – ଧନପ୍ରାତି ହୋଇପାରେ। ପାରିବାରିକ ସହଯୋଗ ମିଳିବ। ଦିନଟି ଭଲରେ କଟିବାର ଯୋଗ ରହିଛି।
ମିଥୁନ – କାର୍ଯ୍ୟ ସିଦ୍ଧି ହେବ। ମନ ପ୍ରଫୁଲ୍ଲ ରହିବ। ଆୟ ଠିକ ରହିବ।
କର୍କଟ – ସେବାପୂଜା ପ୍ରତି ଆଗ୍ରହ ବଢିବ। ମାନସିକ ଶାନ୍ତି ମିଳିବ। ସହଯୋଗ ପ୍ରାପ୍ତି ହେବ।
ସିଂହ – ଶାରୀରିକ କଷ୍ଟ ଅନୁଭବ କରିବେ। ମନ ଆନ୍ଦୋଳିତ ହୋଇପାରେ। ଆୟ ସ୍ଥିର ରହିବ।
କନ୍ୟା – ଆନନ୍ଦ ଉତ୍ସବର ସହ ଦିନଟି କଟିବ। ଶରୀର ସୁସ୍ଥ ରହିବ। ମନ ପ୍ରଫୁଲ୍ଲ ରହିବ।
ତୁଳା – ଦୁରୂହ କାର୍ଯ୍ୟ ସମ୍ପାଦନ ହେବ। ବନ୍ଧୁ ସହଯୋଗ ମିଳିବ। ଆୟ ଠିକ ରହିବ।
ବିଛା – ଦୁଶ୍ଚିନ୍ତା ବୃଦ୍ଧି ଘଟିବ। ଶାରୀରିକ ଅସୁସ୍ଥତା ଦେଖାଦେଇପାରେ। ଆୟ କମ ହେବ।
ଧନୁ – ଘାତଚନ୍ଦ୍ର ରହିଛି। ସତର୍କ ରୁହନ୍ତୁ। ଭଗବାନ ଶିବଙ୍କର ଉପାସନା କରନ୍ତୁ।
ମକର – ଉଚ୍ଚ ସମ୍ମାନ ପ୍ରାପ୍ତି ହେବ। ଦିନଟି ଭଲରେ କଟିବାର ଯୋଗ ରହିଛି।
କୁମ୍ଭ – ଆଶାବାଦୀ ହେବେ। ପାରିବାରିକ ସହଯୋଗ ମିଳିବ। ଆୟ ଠିକ ରହିବ।
ମୀନ – ଶ୍ରୀଚନ୍ଦ୍ର ରହିଛି। ଦିନଟି ଉତ୍ତମ ଫଳ ଦାୟକ ହୋଇପାରେ।

ମତାମତ ଦିଅନ୍ତୁ ।

Back to top button