ରାଶିଫଳ (ମଙ୍ଗଳବାର)

ବୈଶାଖ (ମେଷ) ୭ ଦିନ, ଏପ୍ରିଲ ୨୦ ତାରିଖ ୨୦୨୧
ମେଷ – ଉଦବେଗ ବୃଦ୍ଧି ଘଟିବ। ବନ୍ଧୁମାନେ ସହଯୋଗ କରିବେ। ଆୟ ଭଲ ହୋଇପାରେ।
ବୃଷ – ପ୍ରାଧାନ୍ୟତା ପ୍ରାପ୍ତି ହେବ। ନୂତନ ଯୋଜନା ହାତକୁ ନେଇପାରନ୍ତି। ପଡୋଶୀଙ୍କ ଦ୍ଵାରା ଉପକୃତ ହେବେ।
ମିଥୁନ – ଆଶାବାଦୀ ହେବେ। ଆୟ ଠିକ ରହିବ। ଯାତ୍ରା ସଫଳ ହେବ।
କର୍କଟ – ଶ୍ରୀଚନ୍ଦ୍ର ରହିଛି। ଦିନଟି ଉତ୍ତମ ଫଳ ଦାୟକ ହୋଇପାରେ।
ସିଂହ – ଶାରୀରିକ ପୀଡା ଅନୁଭବ କରିବେ। ମନ ଅସନ୍ତୋଷ ରହିପାରେ। ବ୍ୟବସାୟ ଠିକ ରହିବ।
କନ୍ୟା – ଆୟ ଯୋଗ ରହିଛି। ଆଳସ୍ୟ ବର୍ଜନ କରି କର୍ମତତ୍ପର ହୁଅନ୍ତୁ। ନୂତନ ଦ୍ରବ୍ୟ କ୍ରୟ କରିପାରନ୍ତି।
ତୁଳା – ତୁଳା ପରିଶ୍ରମ ଅଧିକ ହେବ। ଉପରିସ୍ଥ କର୍ମଚାରୀ ସହଯୋଗ କରିବେ। ଶରୀର ସୁସ୍ଥ ରହିବ।
ବିଛା – ପରୋପକାର କରିପାରନ୍ତି। ଧାର୍ମିକ ଭାବନା ଜାଗ୍ରତ ହେବ। ଗୁରୁଜନଙ୍କ ଆର୍ଶୀବାଦ ପ୍ରାପ୍ତିହେବ।
ଧନୁ – ଶାରୀରିକ ଓ ମାନସିକ କଷ୍ଟ ଅନୁଭବ କରିପାରନ୍ତି। ମନ ଆନ୍ଦୋଳିତ ହେବ। ଭଗବାନ ଶିବଙ୍କର ଉପାସନା କରନ୍ତୁ ଲାଘବ ହେବ।
ମକର – ବନ୍ଧୁ ମିଳନ ଯୋଗ ରହିଛି। ସୁଖାଦ୍ୟ ପ୍ରାପ୍ତି ହୋଇପାରେ। ପାରିବାରିକ ସହଯୋଗ ମିଳିବ।
କୁମ୍ଭ – କ୍ରୋଧ ବୃଦ୍ଧି ଘଟିପାରେ। ଯୁକ୍ତିତର୍କ ଠାରୁ ଦୂରେଇ ରୁହନ୍ତୁ। ଗୋ ସେବା କରନ୍ତୁ।
ମୀନ – ଚିନ୍ତାଗ୍ରସ୍ତ ରହିବେ। ଆୟ ସ୍ଥିର ରହିବ। ପ୍ରେମ ସମ୍ପର୍କୀୟ କଥାରେ ଅପଦସ୍ତ ହୋଇପାରନ୍ତି।

Leave a Reply

Your email address will not be published. Required fields are marked *

Back to top button