ରାଶିଫଳ (ମଙ୍ଗଳବାର)

0

ବୈଶାଖ (ମେଷ) ୨୧ ଦିନ, ମଇ ୪ ତାରିଖ ୨୦୨୧
ମେଷ – ସୁଖ ସମ୍ମାନ ଲାଭ ହେବ। ଆୟ ଭଲ ହୋଇପାରେ। ଦିନଟି ଉତ୍ତମ ଫଳ ଦାଯକ ହେବ।
ବୃଷ – ସୂଚାରୁ ରୂପେ କାର୍ଯ୍ୟ ସମ୍ପାଦନ କରିବେ। ଆତ୍ମସନ୍ତୋଷ ଲାଭ ହେବ। ଶରୀର ସୁସ୍ଥ ରହିବ।
ମିଥୁନ – ମନ ଆନ୍ଦୋଳିତ ହେବ। ଅସୁସ୍ଥତା ଦେଖାଦେଇପାରେ। ପାରିବାରିକ ସହଯୋଗ ଅବ୍ୟାହତ ରହିବ।
କର୍କଟ – ମିତ୍ରଲାଭ ଯୋଗ ରହିଛି। ସୁଖାଦ୍ୟ ପ୍ରାପ୍ତି ହୋଇପାରେ। ବ୍ୟବସାୟରେ ଲାଭବାନ ହେବେ।
ସିଂହ – ଘାତଚନ୍ଦ୍ର ରହିଛି। ସତର୍କ ରୁହନ୍ତୁ। ଭଗବାନ ଶିବଙ୍କର ଉପାସନା କରନ୍ତୁ।
କନ୍ୟା – ଚିନ୍ତାଗ୍ରସ୍ତ ରହିବେ। ସହଯୋଗ ପ୍ରାପ୍ତିରେ ବାଧା ଉପୁଜିପାରେ। ଆୟ ଠିକ ରହିବାର ସମ୍ଭାବନା ଅଛି।
ତୁଳା – ବାଦାନୁବାଦ ଲାଗି ରହିବ। ପଡୋଶୀ ଦୂରେଇ ରହିବେ। ନୂତନ ବନ୍ଧୁ ସହଯୋଗ କରିବେ।
ବିଛା – ମାନ ମନାନ୍ତର ଭିତରେ ଦିନଟି କଟିବ। ପାରିବାରିକ ଅସନ୍ତୋଷ ଦେଖାଦେଇପାରେ। ବ୍ୟବସାୟ ମନ୍ଥର ଗତିରେ ଚାଲିବ।
ଧନୁ – ଚିନ୍ତା ବୃଦ୍ଧି ଘଟିବ। ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। ଗୁରୁଜନଙ୍କ ଆଶିର୍ବାଦ ପ୍ରାପ୍ତି ହେବ।
ମକର – ଶ୍ରୀଚନ୍ଦ୍ର ରହିଛି। ଦିନଟି ଉତ୍ତମ ଫଳ ଦାୟକ ହୋଇପାରେ।
କୁମ୍ଭ – ବ୍ୟୟ ବୃଦ୍ଧି ଘଟିବ। ସତର୍କର ସହ ଖର୍ଚ୍ଚ କରନ୍ତୁ। ମାତା ଲକ୍ଷ୍ମୀଙ୍କର ଉପାସନା କରନ୍ତୁ।
ମୀନ – ମନ ପ୍ରସନ୍ନ ରହିବ। ଆୟ ଭଲ ହୋଇପାରେ। ଦିନଟି ମଧ୍ୟମ ଫଳଦାୟକ ହେବାର ସମ୍ଭାବନା ରହିଛି।

Leave A Reply

Your email address will not be published.