ରାଶିଫଳ (ମଙ୍ଗଳବାର)

ଆଶ୍ଵିନ (କନ୍ୟା) ୨୭ ଦିନ ଅକ୍ଟୋବର ୧୩ ତାରିଖ ୨୦୨୦
ମେଷ – ଚିନ୍ତାଗ୍ରସ୍ତ ରହିପାରନ୍ତି। ଶରୀର ସୁସ୍ଥ ରହିବ। ଆୟ ସ୍ଥିର ରହିବ।
ବୃଷ – ନେତୃତ୍ଵଲାଭ ହୋଇପାରେ। ସହଯୋଗ ମିଳିବ। ମାନସିକ ଶାନ୍ତି ଅନୁଭବ କରିବେ।
ମିଥୁନ – ଉତ୍ସାହ ବଢିବ। ପାରିବାରିକ ସହଯୋଗ ମିଳିବ। ଆୟ ଠିକ ରହିବ।
କର୍କଟ – ଘାତଚନ୍ଦ୍ର ଥିବାରୁ ସତର୍କ ରୁହନ୍ତୁ। ମାତା କାଳୀଙ୍କର ଉପାସନା କରନ୍ତୁ ଲାଘବ ହେବ।
ସିଂହ – ଶ୍ରୀଚନ୍ଦ୍ର ରହିଛି। ସର୍ବକୁଶଳ ଅନୁଭୂତ ହୋଇପାରେ। ଦିନଟି ଭଲରେ କଟିବାର ଯୋଗ ରହିଛି।
କନ୍ୟା – ବୃଥାଶ୍ରମ ହୋଇପାରେ। ଚିନ୍ତାକରି କାର୍ଯ୍ୟ କରନ୍ତୁ। ଭଗବାନ ଗଣେଶଙ୍କ ଉପାସନା କରନ୍ତୁ।
ତୁଳା – ଆୟ ଭଲ ହେବାର ଯୋଗ ରହିଛି। ବନ୍ଧୁ ସହଯୋଗ ମିଳିପାରେ। ଶାରୀରିକ ସୁସ୍ଥତା ମିଳିବ।
ବିଛା – ଦିନଟି ସାରା କର୍ମଚଞ୍ଚଳ ରହିବେ। ପାରିବାରିକ ସହଯୋଗ ମିଳିବ। ଆୟ ଠିକ ରହିବ।
ଧନୁ – ପରୋପକାରରେ ସମୟ ଅତିବାହିତ ହୋଇପାରେ। ଶାରୀରିକ ସୁସ୍ଥତା ମିଳିବ। ମାନସିକ ଶାନ୍ତି ଅନୁଭବ କରିବେ।
ମକର – ଶାରୀରିକ କଷ୍ଟ ଅନୁଭବ କରିବେ। ଆୟ ଠିକ ରହିବ। ସହଯୋଗ ମିଳିବ।
କୁମ୍ଭ – ବନ୍ଧୁ ମିଳିନ ଘଟିପାରେ। ସୁଖାଦ୍ୟ ଭୋଜନ ମିଳିବାର ସମ୍ଭାବନା ଅଛି। ଦିନଟି ଭଲରେ କଟିବାର ଯୋଗ ରହିଛି।
ମୀନ – ଅହଂକାର ବୃଦ୍ଧି ହେବ। ସହଯୋଗ ମିଳିବ। ଆୟ ସ୍ଥିର ରହିବ।

ମତାମତ ଦିଅନ୍ତୁ ।