ରାଶିଫଳ (ଶନିବାର)

ମାର୍ଗଶିର (ବିଛା) ୬ ଦିନ, ନଭେମ୍ବର ୨୧ ତାରିଖ ୨୦୨୦
ମେଷ – ପରିଶ୍ରମ ଅଧିକ ହେବ। ଶରୀର ସୁସ୍ଥ ରହିବ। ଆୟ ଠିକ ରହିବ।
ବୃଷ – ଦିନସାରା କର୍ମଚଞ୍ଚଳ ରହିବେ। ମାନସିକ ଶାନ୍ତି ମିଳିବ। ସହଯୋଗ ମିଳିବ।
ମିଥୁନ – କାର୍ଯ୍ୟହାନୀ ଘଟିବାର ଯୋଗ ରହିଛି। ଭଗବାନ ଗଣେଶଙ୍କ ଉପାସନା କରନ୍ତୁ ଲାଘବ ହେବ।
କର୍କଟ – ଲୋଭଗ୍ରସ୍ତ ହେବେ। ଶାରୀରିକ ସୁସ୍ଥତା ମିଳିବ। ଆୟ ସ୍ଥିର ରହିବ।
ସିଂହ – ମିତ୍ରଲାଭ ଘଟିବ। ସୁଖାଦ୍ୟ ଭୋଜନ ପ୍ରାପ୍ତି ହୋଇପାରେ। ପାରିବାରିକ ସହଯୋଗ ମିଳିବ।
କନ୍ୟା – ଲେଖାପଢାରେ ସମୟ ବିତିପାରେ। ମାନସିକ ଶାନ୍ତି ମିଳିବ। ଆୟ ଠିକ ରହିବ।
ତୁଳା – ମାନହାନୀ ଘଟିପାରେ। ସତର୍କ ରୁହନ୍ତୁ। ଭଗବାନ ବିଷ୍ଣୁଙ୍କର ଉପାସନା କରନ୍ତୁ।
ବିଛା – ସମ୍ମାନିତ ହେବେ। ଆୟ ଭଲ ହୋଇପାରେ। ଶାରୀରିକ ସୁସ୍ଥତା ଅନୁଭବ କରିବେ।
ଧନୁ – ପ୍ରତୀକ୍ଷା ମାନସିକ ଯନ୍ତ୍ରଣା ଦେବ। ଶରୀର ସୁସ୍ଥ ରହିବ। ପାରିବାରିକ ସହଯୋଗ ମିଳିବ।
ମକର – ଆଜି ଆପଣ ଉଦାସୀନ ରହିବେ। ବନ୍ଧୁ ସହଯୋଗ ମିଳିବ। ଆୟ ଠିକ ରହିବାର ସମ୍ଭାବନା ଅଛି।
କୁମ୍ଭ – ନୈରାଶ୍ୟ ଭାବ ଦେଖାଦେବ। ମନ ଆକୁଳିତ ହୋଇପାରେ। ଆୟ କମିବାର ସମ୍ଭାବନା ରହିଛି।
ମୀନ – ସଞ୍ଚୟ ଯୋଗ ରହିଛି। ମନ ପ୍ରଫୁଲ୍ଲ ରହିବ। ଦିନଟି ମାଧ୍ୟମ ଫଳ ଦାୟକ ହୋଇପାରେ।

ମତାମତ ଦିଅନ୍ତୁ ।