ରାଶିଫଳ (ସୋମବାର)

0

ଚୈତ୍ର (ମୀନ) ୨ ଦିନ, ମାର୍ଚ୍ଚ ୧୫ ତାରିଖ ୨୦୨୧
ମେଷ – ଶ୍ରୀଚନ୍ଦ୍ର ରହିଛି। ଦିନଟି ଉତ୍ତମ ଫଳ ଦାୟକ ହେବ।
ବୃଷ – ପଥରୋଧ ଘଟିପାରେ। ମନ ଆନ୍ଦୋଳିତ ହେବ। ଆୟ ଠିକ ରହିବ।
ମିଥୁନ – ଧନପ୍ରାପ୍ତି ଯୋଗ ରହିଛି। ଆଳସ୍ୟ ବର୍ଜନ କରି କର୍ମତତ୍ପର ହୁଅନ୍ତୁ।
କର୍କଟ – କାର୍ଯ୍ୟ ସଫଳ ହେବ। ମନ ପ୍ରଫୁଲ୍ଲ ରହିବ। ସହଯୋଗ ମିଳିବ।
ସିଂହ – ସେବାପୂଜା ପ୍ରତି ବୃଦ୍ଧି ହେବ। ପାରିବାରିକ ସହଯୋଗ ମିଳିବ। ଆୟ ଠିକ ରହିବ।
କନ୍ୟା – ରୋଗ ଓ ଶୋକ ଦେଖାଦେଇପାରେ। ସହଯୋଗ କମ ମିଳିବ। ମନ ଅସ୍ଥିର ରହିବ।
ତୁଳା – ପ୍ରୀତିଲାଭ ଯୋଗ ରହିଛି। ବନ୍ଧୁ ଦର୍ଶନ ହୋଇପାରେ। ସୁଖାଦ୍ୟ ଭୋଜନ ପ୍ରାପ୍ତି ହେବ।
ବିଛା – ଗର୍ବଭାବ ପ୍ରକାଶିତ ହେବ। ସମାଲୋଚିତ ହୋଇପାରନ୍ତି। ଶରୀର ସୁସ୍ଥ ରହିବ।
ଧନୁ – ମାନହାନୀ ଘଟିପାରେ। ଭଗବାନ ଗଣେଶଙ୍କ ଉପାସନା କରନ୍ତୁ ଲାଘବ ହେବ।
ମକର – ପ୍ରତିବାଦର ସାମ୍ନା କରିବେ। ନୂତନ ବନ୍ଧୁଙ୍କ ସହଯୋଗ ମିଳିବ। ଆୟ ଭଲ ହୋଇପାରେ।
କୁମ୍ଭ – କାର୍ଯ୍ୟ ସଫଳ ହେବ। ମାନସିକ ଶାନ୍ତି ମିଳିବ। ନୂତନ ଦ୍ରବ୍ୟ କ୍ରୟ କରିପାରନ୍ତି।
ମୀନ – ପ୍ରତୀକ୍ଷା ଦୁଃଖଦାୟକ ହୋଇପାରେ। ହଜିଯାଇଥିବା ଜିନିଷ ମିଳିବାର ଯୋଗ ରହିଛି। ଗୁରୁଜନଙ୍କ ଆଶୀର୍ବାଦ ପ୍ରାପ୍ତି ହେବ।

Leave A Reply

Your email address will not be published.