ରାଶିଫଳ (ଶୁକ୍ରବାର)

ମାର୍ଗଶିର (ବିଛା) ୫ ଦିନ, ନଭେମ୍ବର ୨୦ ତାରିଖ ୨୦୨୦
ମେଷ – କାର୍ଯ୍ୟସିଦ୍ଧି ଯୋଗ ରହିଛି। ଆୟ ଭଲ ହୋଇପାରେ। ଶାରୀରିକ ସୁସ୍ଥତା ଅନୁଭବ କରିବେ।
ବୃଷ – ପରୋପକାର କରି ପାରନ୍ତି। ମାନସିକ ଶାନ୍ତି ମିଳିବ। ପାରିବାରିକ ସହଯୋଗ ପ୍ରାପ୍ତି ହେବ।
ମିଥୁନ – ଧନକ୍ଷୟ ହେବାର ଯୋଗ ରହିଛି। ମାତା ଲକ୍ଷ୍ମୀଙ୍କର ଉପସନା କରନ୍ତୁ ଲାଘବ ହେବ।
କର୍କଟ – ଆମୋଦ ପ୍ରମୋଦ ଭିତରେ ଦିନଟି କଟିପାରେ। ଆୟ ଭଲ ହେବାର ସମ୍ଭାବନା ରହିଛି।
ସିଂହ – ଘାତଚନ୍ଦ୍ର ରହିଛି। ସତର୍କର ସହ କାର୍ଯ୍ୟ କରନ୍ତୁ। ଭଗବାନ ଶିବଙ୍କର ଉପାସନା କରନ୍ତୁ।
କନ୍ୟା – ଚିନ୍ତାଗ୍ରସ୍ତ ହେବେ। ମନ ଆନ୍ଦୋଳିତ ହେବ। ଶରୀର ସୁସ୍ଥ ରହିବ।
ତୁଳା – କଳହ ଯୋଗ ରହିଛି। ଯୁକ୍ତିତର୍କ ଠାରୁ ଦୂରେଇ ରୁହନ୍ତୁ। ମାତା ବୃନ୍ଦାବତୀଙ୍କର ଉପାସନା କରନ୍ତୁ।
ବିଛା – ସାଙ୍ଗଠନିକ କାର୍ଯ୍ୟରେ ଯୋଗଦେଇ ପାରନ୍ତି। ବନ୍ଧୁମାନେ ସହଯୋଗ କରିବେ। ଶାରୀରିକ ସୁସ୍ଥତା ମିଳିବ।
ଧନୁ – ନିରୁତ୍ସାହ ହେବେ। ମାନସିକ ଅସନ୍ତୋଷ ବୃଦ୍ଧି ପାଇବ। ଆୟ କମ ହୋଇପାରେ।
ମକର – ସୁଖ ସମ୍ମାନ ପ୍ରାପ୍ତି ହେବ। ବନ୍ଧୁ ସହଯୋଗ ମିଳିବ। ଆୟ ଠିକ ରହିବ।
କୁମ୍ଭ – ପଥରୋଧ ଘଟିପାରେ। ଭଗବାନ ଗଣେଶଙ୍କ ଉପସନ କରନ୍ତୁ ଲାଘବ ହେବ।
ମୀନ – ଧନପ୍ରାପ୍ତି ହେବାର ସମ୍ଭାବନା ରହିଛି। ମନରେ ଉତ୍ସାହ ବଢିବ। ନୂତନ ବନ୍ଧୁ ସହଯୋଗ କରିବେ।

ମତାମତ ଦିଅନ୍ତୁ ।