Breaking Newsଜୀବନଚର୍ଯ୍ୟା
ମୁହଁରେ ବ୍ରଣ ହେଉଛି କି ? ଆପଣାନ୍ତୁ ଏହି ଉପାୟ

ପ୍ରତ୍ୟକ ଝିଅଙ୍କ ଇଚ୍ଛା ଥାଏ ଅନ୍ୟ ମାନଙ୍କ ଠାରୁ ଟିକେ ଅଧିକ ସୁନ୍ଦର ଦେଖାଯିବାକୁ ଏବଂ ସମସ୍ତଙ୍କ ନଜରରେ ଆସିବାକୁ ଯାହାଫଳରେ ଆଜିକାଲିର ଯୁବପିଢିମାନେ ମୁହଁରେ ଅନେକ ପ୍ରକାରର ବଜାରରେ ମିଳୁଥିବା କ୍ରିମ୍ କୁ ଲଗାଇଥାନ୍ତି ହେଲେ ଅନେକଙ୍କ ମୁହଁକୁ ଏହା ସୁଟ୍ କରିନଥାଏ ଯାହାଫଳରେ ମୁହଁରେ ବ୍ରଣ ଉଠିବା ଆରମ୍ଭ ହୋଇଯାଇଥାଏ । ଯେଉଁଥି ପାଇଁ ମୁହଁରେ ଆଉ ଗ୍ଲୋ ଆସିନଥାଏ । ତେଣୁ ବିନା ଡ଼ାକ୍ତରଙ୍କ ପରାମର୍ଶରେ ମୁହଁରେ କୌଣସି କ୍ରିମ୍ ଲଗାନ୍ତୁ ନାହିଁ । ମୁହଁକୁ ସୁନ୍ଦର ରଖିବାକୁ ଚାହୁଁଥିଲେ ଏହି କାମ କରନ୍ତୁ
୧-ସକାଳୁ ଉଠି ଫୁଟାପାଣି ପିଅନ୍ତୁ
୨-ଲେମ୍ବୁ ଓ ହଳଦୀକୁ ମିଶାଇ ମୁହଁରେ ୧୫ ରୁ ୨୦ ମିନିଟ୍ ପର୍ଯ୍ୟନ୍ତ ଘସନ୍ତୁ
୩-ଟମାଟୋ,ଦହି ଓ ଅଳ୍ପ ପରିମାଣ ର ଚିନି ମିଶାଇ ମୁହଁରେ ଲଗାନ୍ତୁ
୪-ଶୋଇଲା ପୁର୍ବରୁ ମୁହଁକୁ ନଖ ଉଷୁମ ପାଣିରେ ଧୁଅନ୍ତୁ
୫-କ୍ଷୀର,ହଳଦୀ କୁ ତୁଳା ସାହାଯ୍ୟରେ ପୋଛନ୍ତୁ
୬-ବ୍ରଣକୁ ନଖ ସାହାଯ୍ୟରେ ଫଟାନ୍ତୁ ନାହିଁ