ରୂପବଣିଆ ଜଙ୍ଗଲରୁ ଦୁଇ ଶିକାରୀ ଗିରଫ

0

ଢେଙ୍କାନାଳ : ଢେଙ୍କାନାଳ ଷଡ଼ଙ୍ଗୀ ରେଞ୍ଜ ରୂପବଣିଆ ସରଂକ୍ଷିତ ଜଙ୍ଗଲରୁ ୨ଜଣ ଶିକାରୀଙ୍କୁ ଆଜି ଯୋରନ୍ଦା ସେକ୍ସନ କର୍ମଚାରୀମାନେ ଗିରଫ କରିଛନ୍ତି। ଏହି ବ୍ୟକ୍ତିମାନେ ହେଲେ ସଦର ଥାନା ନାଗିଆପସି ଗ୍ରାମର କ୍ଷେତ୍ରବାସୀ ପ୍ରଧାନ ଓ ନାଥୁଆ ଗ୍ରାମର ବରଜୁ ନାଏକ। ସେମାନଙ୍କଠାରୁ ୩ଟି ଦେଶୀ ବନ୍ଧୁକ, ହରିଣ ମୁଣ୍ଡ ସହ ମାଂସ ଓ ଗୋଟିଏ ମୃତ ବାରହା ଜବତ କରାଯାଇଛି।

Leave A Reply

Your email address will not be published.