ବିଡିଓ ଓ ୨ ସରପଞ୍ଚ ନିଲମ୍ବିତ

ଭୁବନେଶ୍ଵର : ପଂଚାୟତିରାଜ ଓ ପାନୀୟ ଜଳ ବିଭାଗରେ ମୋ ସରକାର ଲାଗୁ ହେବାର ପ୍ରଥମ ଦିନରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଦୁର୍ନୀତି ଅଭିଯୋଗରେ ବୌଦ୍ଧ ହାରଭଙ୍ଗା ବ୍ଲକର ବିଡ଼ିଓ ରବୀନ୍ଦ୍ର ଶତପଥୀ ନିଲମ୍ବିତ ହୋଇଛନ୍ତି। ଆର୍ଥିକ ଅନିୟମିତତା ଅଭିଯୋଗରେ ସୋର ବ୍ଳକ କେଦାରପୁର ପଂଚୟତର ଅଭିମନ୍ୟୁ ଜେନା ଓ ଦିଗପହଣ୍ଡି ବ୍ଳକର ଆଂକରୋଡା ପଂଚାୟତ ସରପଞ୍ଚ ଉଷାନ୍ତ ସାହୁଙ୍କୁ ନିଳମ୍ବିତ କରାଯାଇଛି ।

ମତାମତ ଦିଅନ୍ତୁ ।