ଭୁବନେଶ୍ୱରରେ ପୁଣି ଚିହ୍ନଟ ହେଲେ ୧୬ କରୋନା ଆକ୍ରାନ୍ତ

Breaking News ରାଜ୍ୟ

ଭୁବନେଶ୍ୱର : ଆଜି ରାଜଧାନୀ ଭୁବନେଶ୍ଵରରେ ୧୮ ଜଣ କରୋନା ଆଙ୍କ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଫଳରେ ରାଜ୍ୟରେ ଆକ୍ରନ୍ତଙ୍କ ସଂଖ୍ୟା ୩୯ରେ ପହଞ୍ଚିଛି। ରବିବାର ଅପରାହ୍ନରେ ୨ ଜଣ ଓ ସନ୍ଧ୍ୟାରେ ଆଉ ୧୬ ଜଣ ଚିହ୍ନଟ ହୋଇଥିବା ବେଳେ ସମସ୍ତେ ଭୁବନେଶ୍ୱର ବାସିନ୍ଦା। କିନ୍ତୁ ସେମାନେ କେଉଁ ଅଞ୍ଚଳର ଜଣାପଡ଼ି ନାହିଁ। ତେବେ ଆକ୍ରାନ୍ତଙ୍କ ସମ୍ପର୍କରେ ସ୍ୱାସ୍ଥ୍ୟ ବିଭାଗ ଟ୍ୱିଟ୍‌ କରି ସୂଚନା ଦେଇଛି।

ମତାମତ ଦିଅନ୍ତୁ ।