ସାଲୁର ଘାଟିରେ ଧସିଲା ମାଟି ଅତଡ଼ା, ଯାନବାହନ ଚଳାଚଳ ପ୍ରଭାବିତ

ଜୟପୁର: ପ୍ରବଳ ବର୍ଷା ଯୋଗୁଁ ବୁଧବାର ରାତିରେ ଆନ୍ଧ୍ର-ଓଡିଶା ସୀମାନ୍ତ ସାଲୁର ଘାଟିରେ ମାଟି ଅତଡା ଖସିବାରୁ ଯାନବାହନ ଚଳାଚଳ ପ୍ରଭାବିତ ହୋଇଛି। ରାତି ସାରା ୨୬ନମ୍ବର ଜାତୀୟ ରାଜପଥରେ ଶହଶହ ଗାଡ଼ି ଅଟକି ରହିଥିଲା। ଆଜି ସକାଳେ ଆନ୍ଧ୍ରରୁ ଏନଏଚଏଆଇ ଟିମ୍‌ ପହଞ୍ଚି ରାସ୍ତା ସଫା କରିବା ପରେ ଗୋଟିଏ ପାର୍ଶ୍ୱରେ ଗାଡ଼ି ଚଳାଚଳ ଆରମ୍ଭ ହୋଇଥିବା ଜଣାଯାଇଛି।

ମତାମତ ଦିଅନ୍ତୁ ।