Breaking Newsବାଣିଜ୍ୟ

ସୁନା-ରୂପା ଦାମ୍ କମିଲା

ନୂଆଦିଲ୍ଲୀ : ଭାରତୀୟ ବଜାରରେ ସୁନା ଓ ରୂପାର ଦାମ୍‌ ହ୍ରାସ ପାଉଛି। ନୂଆଦିଲ୍ଲୀରେ ଆଜି ୨୨ କ୍ୟାରେଟ୍‌ ସୁନାର ପ୍ରତି ୧୦ଗ୍ରାମ ଦାମ୍‌ ରହିଛି ୪୯,୬୫୦ ଟଙ୍କା। ସେହିପରି ଚେନ୍ନାଇରେ ୪୮,୦୫୦ ଟଙ୍କା ଥିବା ବେଳେ ମୁମ୍ବାଇରେ ଦାମ୍‌ ୫୦.୦୫୦ଟଙ୍କା ରହିଛି। ରୂପାର ଦାମ ହ୍ରାସ ପାଇଛି । ରୂପା କିଲୋଗ୍ରାମ ପ୍ରତି ୩୮୬ ଟଙ୍କା ହ୍ରାସ ପାଇ ୬୯,୭୦୮ରେ ରହିଛି ।

ମତାମତ ଦିଅନ୍ତୁ ।

Back to top button