ସୁନା-ରୂପା ଦାମ୍ କମିଲା

ନୂଆଦିଲ୍ଲୀ : ସୁନାର ମୂଲ୍ୟ ୩୬୯ ଟଙ୍କା କମିଛି। ରୂପା ୩୯୦ ଟଙ୍କା ହ୍ରାସ ପାଇଛି। ପ୍ରତି କିଲୋଗ୍ରାମ ହ୍ରାସ ପାଇଛି। ଗୁରୁବାର ଦିଲ୍ଲୀ ବଜାରରେ ଶୁଦ୍ଧ ସୁନାର ନୂଆ ଦାମ୍ ପ୍ରତି ୧୦ ଗ୍ରାମ ପିଛା ରହିଛି ୪୮,୩୮୮ ଟଙ୍କା। ସେହିପରି ରୂପା କିଲୋଗ୍ରାମ ଦାମ୍ ୬୪,୫୩୪ ଟଙ୍କାରେ ପହଞ୍ଚିଛି। ଏହାଛଡା ଅନ୍ତର୍ଜାତୀୟ ବଜାରରେ ସୁନା ଆଉନ୍ସ ଦାମ୍ ୧୮୪୨ ଡଲାର ରହିଥିବା ବେଳେ ରୂପା ଆଉନ୍ସ ୨୫.୨୧ ଡଲାର ହୋଇଛି।

ମତାମତ ଦିଅନ୍ତୁ ।