ସୁନା-ରୂପା ଦାମ୍ ପୁଣି କମିଲା

ନୂଆଦିଲ୍ଲୀ : ଭାରତୀୟ ବଜାରରେ ଆଜି ସୁନା ୦.୩ ଓ ରୁପାର ଦାମ୍ ୦.୫ ପ୍ରତିଶତ ହ୍ରାସ ପାଇଛି। ଏହାସହ ୧୦ ଗ୍ରାମ ପ୍ରତି ୪୪୭୩୧ ଟଙ୍କାରେ ପହଁଚିଛି ଦାମ୍ ।

ଶୁକ୍ରବାର ଦିଲ୍ଲୀର ଗହଣା ବଜାରରେ ସୁନା ଦର ୦.୩ ପ୍ରତିଶତ ହ୍ରାସ ପାଇ ପ୍ରତି ୧୦ ଗ୍ରାମର ମୂଲ୍ୟ ୪୪୭୩୧ ରହିଛି। ଅନ୍ତରାଷ୍ଟ୍ରୀୟ ବଜାରରେ ଦାମ୍ ୦.୨ ପ୍ରତିଶତ ହ୍ରାସ ପାଇ ଆଉନ୍ସ ପିଛା ୧୭୧୮ ଡଲାର ହୋଇଛି। ସେହିପରି ରୁପାର ଦର ମଧ୍ୟ କମିଛି । ରୁପାର ଦାମ୍ ୦.୫ ପ୍ରତିଶତ ହ୍ରାସ ପାଇ କେଜି ପିଛା ମୂଲ୍ୟ ହୋଇଛି ୬୭୧୭୭ ଟଙ୍କା। ଅନ୍ତରାଷ୍ଟ୍ରୀୟ ବଜାରରେ ରୁପା ଆଉନ୍ସ ଦାମ ରହିଛି ୨୬.୧୧ ଡଲାର।

Leave a Reply

Your email address will not be published. Required fields are marked *

Back to top button