ଟ୍ରକ ଭିତରୁ ହେଲପର ମୃତଦେହ ଉଦ୍ଧାର

କେନ୍ଦୁଝର : ଟ୍ରକ ଭିତରୁ ଉଦ୍ଧାର ହୋଇଛି ହେଲପରର ମୃତଦେହ। ସେ ପାରାଦୀପ ବେଲ୍ଟ ଲାଇନ୍ ମୁଣ୍ଡାପଡା ବସ୍ତିର ବାବୁଲି ସିଂ ବୋଲି ଜଣାପଡିଥିବା ବେଳେ ତାଙ୍କ ପରିବାର ପକ୍ଷରୁ ହତ୍ୟା ଅଭିଯୋଗ ହୋଇଛି। ଡ୍ରାଇଭର କେନ୍ଦୁଝର ଝୁମ୍ପୁରାରୁ ହେଲପରର ମୄତଦେହ ଆଣି ପାରାଦୀପରେ ପହଞ୍ଚିଥିଲା। ପାରାଦୀପ ଥାନାରେ ତାକୁ ଅଟକ ରଖି ପୋଲିସ ପଚରାଉଚର କରୁଛି।

ମତାମତ ଦିଅନ୍ତୁ ।